ଚନ୍ଦନପୁର ଆଇଆଇସି ଦିବ୍ୟ ରଞ୍ଜନ ପଣ୍ଡାଙ୍କ ମଣିଷ ପଣିଆ

  


ଚନ୍ଦନପୁର, ୨୨/୦୨: ଓକିଲ ସଂଘର ରୋଡ ଷ୍ଟ୍ରାଇକ ଥିଲା ବହୁସମୟ ଧରି ଲୋକମାନେ ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥରେ ଗାଡ଼ିରେ ବହୁସମୟ ଧରି ଖରାରେ ଚନ୍ଦନପୁର ମୁଖ୍ୟ ରାସ୍ତାରେ ଛିଡ଼ାହୋଇଥଲା ବେଳେ  ବର୍ତ୍ତମାନ ସ୍ବର୍ଥପର ଦୁନିଆଁ ଆଜିବି ବଞ୍ଚି ରହିଛି ମାନବିକତା ଦେଖିବାକୁ ମିଳିଛି ଚନ୍ଦନପୁର ଥାନା ଆଇଆଇସି ଦିବ୍ୟ ରଞ୍ଜନ ପଣ୍ଡାଙ୍କ ନିକଟରେ ।ଥାନା ଆଇଆଇସି ଶ୍ରୀ ପଣ୍ଡା ଯିବାବେଳେ ଲୋକମାନେ ଦିର୍ଘ ସମୟ ଧରି ରାଜରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀ ମାନଙ୍କୁ  ନିଜେ ରାଜରାସ୍ତାରେ ଚାଲି ଚାଲି  ପ୍ରତ୍ୟେକ ଯାତ୍ରୀମାନଙ୍କୁ ପାଣିବାଣ୍ଟି ନିଜର ମହାନତା ଦେଖାଇଛନ୍ତି।

Post a Comment

0 Comments