କମେଣ୍ଟେ ମରକୁ ନେଇ ଗ୍ରାମରେ ଗୋଷ୍ଠୀ ସଂଘର୍ଷ

 


ବାଲିଆପାଳ, ୦୯/୦୨: କମେଣ୍ଟ ମରା ଏବଂ ପୂର୍ବ ଶତୃତା କୁ କେନ୍ଦ୍ର କରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ପରସ୍ପର କୁ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ ରେ ୪ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି, ଗୁରୁତର ଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଛି,ବାଲିଆପାଳ ଥାନା କୁହ୍ଲାଚଢ଼ ଗାଁରେ ଘଟିଛି ଅଭାବନୀୟ ଘଟଣା, କୂହ୍ଲାଚଡ ଗ୍ରାମର ଫଜଲୁ ଖାନ୍ ଏବଂ କୂହ୍ଲା ଗ୍ରାମର ସେଖ୍ ଲାଲୁ ଙ୍କ ପରିବାର ମଧ୍ଯ ରେ କୌଣସି କଥା କୁ ନେଇ ଗଣ୍ତଗୋଳ ହେବାପରେ ପରସ୍ପର କୁ ଆକ୍ରମଣ କରିଥିବା ଜଣା ପଡିଛି, ଖବର ପାଇ ବାଲିଆପାଳ ପୋଲିସ ଘଟଣା ର ତଦନ୍ତ ଜାରୀ ରଖିଛି।

Post a Comment

0 Comments