ପୁରୀ JMFC କୋର୍ଟର ନୃସିଂହ ଚରଣ ବରାଳ ମନୋନୀତ ହେଲେ ସରକାରୀ ଆଇନ ଯିବି

 


ନିମାପଡ଼ା, ୦୩/୦୧: ପୁରୀ ଜିଲ୍ଲାର   ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜିଲ୍ଲା ଅଦାଲତ କୋର୍ଟରେ   ସହାୟକ ସରକାରୀ ଏ. ପି.ପି. ଭାବରେ ନିଯୁକ୍ତି  ବିଜ୍ଞପ୍ତି ସଂଖ୍ୟା - 1-LR-40/2025-2 ନୃସିଂହ ଚରଣ ବରାଳଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି  ଓଡିଶା ରାଜ୍ୟ ସରକାର! ପୁରୀ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରୁ ଆସୁଥିବା ନିଷ୍ପେସିତ। ନିର୍ଯାରିତ, ଅବହେଳିତ ସାଧାରଣ ଜନତା ଙ୍କ ପାଇଁ ଵିନା ମୂଲ୍ୟ ରେ ଆଇନ ର ସହାୟତା ଯୋଗାଇ ଆସିଥିଲେ। 

୨୦୧୩ ମସିହାରୁ ଓକିଲାତି ପେସାରେ କାର୍ଯରତ ଥିବା ନୃସିଂହ ଚରଣ ବରାଳଙ୍କ ନିମାପଡ଼ା ବ୍ଲକ ଅନ୍ତର୍ଗତ କୋଠକୁସାଙ୍ଗ ଗ୍ରାମର ସ୍ୱର୍ଗତ ମନମୋହନ ବରାଳଙ୍କ ପୁତ୍ର ଅଟନ୍ତି। ନୃସିଂହ ଚରଣ କୁହନ୍ତି ନିରୀହ ଜନ ସାଧାରଣ ଙ୍କ ସେବା କରିବା ମୋର ଧର୍ମ ଵିନା ମୂଲ୍ୟ ରେ ସେବା ୧୧ ବର୍ଷ ରେ ଯୋଗାଇ ଦେଈ ଆସୁଛି ଜୀବନ ଥିଲା ପର୍ଯ୍ୟନ୍ତ ମୁଁ ସାଧାରଣ ଜନତା ଙ୍କ ପାଇଁ ସେବା ଯୋଗାଇ ଆସିବି। ଶେଣିକୀ ମୋର ପଦ ପଦବୀ ଥାଉ କୀ ନଥାଉ। ରାଜ୍ୟ ସରକାର ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମୋର ଧନ୍ୟବାଦ ଏଭଳି ଭରସା ଓ ବିଶ୍ୱାସ ମୋ ଉପରେ କରି ଥିବାରୁ। ମୁଁ ପ୍ରତି ସୃତି ବୋଧ କୌଣସି ସାଧାରଣ ଜନତା ମୋ ଜାଣତରେ ଆଇନ ର ଲଢେଇ ରୁ ବଞ୍ଚିତ ହେବେନାହିଁ ।

Post a Comment

0 Comments