ଲଷ୍ମୀବସ୍ ଧକ୍କାରେ ବାଇକ ଆରୋହୀ ମୃତ।

   


 ନିମାପଡ଼ା, ୧୬/୧୨ ଚାରିଛକ ଥାନା ଅଧୀନ ଚାରିଛକ ଗୋପ ମୁଖ୍ୟରାସ୍ତାର ଛଣିଜଙ୍ଗ ଠାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା।ବାଇକ କୁ ଧକ୍କା ଦେଲା ଲଷ୍ମୀବସ। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା। ତବେ ଘଟଣା ସ୍ଥଳରେ ଚାରିଛକ ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରି ଚାରିଛକ ଡାକ୍ତର ଖାନରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ  ଜଗସିଂହପୁର ବାଲିକୁଦା ଅଂଚଳରର ଦିଲ୍ଲୀପ ରାଉତ (46) ବୋଲି ଜଣାପଡିଛି।ଏପଟେ ଦୁର୍ଘଟଣା ଘଟିଥିବା ପରେ ଲଷ୍ମୀବସ ଚାଳକ ଫେରାର ହେଇଯାଇଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତେଜନା ଦେଖିବାକୁ ମିଳିଥିବା ବେଳେ ପୋଲିସ ବୁଝା ସୁଝା ଜାରି ରଖିଛି

Post a Comment

0 Comments