ପୁର,୧୯/୧୨ - ଆଜି ମିଶନଶକ୍ତି ଭବନରେ “ ପିପିଲି ଚାନ୍ଦୁଆ ହବ୍ ବିକାଶ" ପ୍ରକଳ୍ପକୁ ନେଇ ଏକ ସମୀକ୍ଷା ବୈଠକ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟାଙ୍କ ଅଧକ୍ଷ୍ଯତାରେ ଅନୁଷ୍ଠିତ ହୋଇଅଛି । ଏହି ବୈଠକରେ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସହିତ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମାନ୍ୟବର ମନ୍ତ୍ରୀ ସମବାୟ ହସ୍ତତନୁ ଓ ବୟନ ଶିଳ୍ପ, ଶ୍ରୀମତୀ ଗୃହ ପୁନମ ତାପସ କୁମାର ଓଡିଶା ସରକାରଙ୍କ ଶଚିବ ହସ୍ତତନ୍ତ ଓ ବୟନ ଶିଳ୍ପ, ବିଭାଗ, ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳ, ପୁରୀ ଏବଂ ଶ୍ରୀ ପ୍ରତୀକ ସିଂ, ଜିଲ୍ଲା ଆରକ୍ଷୀ ଅଧୂକ୍ଷକ, ଉପସ୍ଥିତ ରହିଥିଲେ।

0 Comments